ସ୍ମୃତିଙ୍କ ପ୍ରଶଂସାରେ କବିତା ପଢିଲେ କୁଳପତି

ବିଶ୍ୱବିଦ୍ୟାଳୟର କୁଳପତି ଏମିତି ମଉକା ହାତଛଡ଼ା କଲେନି । ସ୍ମୃତି ଇରାନୀଙ୍କ ପ୍ରଶଂସାରେ ସେ କବିତା ଗାଇଦେଲେ । ତାହା ପୁଣି ମଂଚ ଉପରେ । ଯେଉଁଥିରେ ସେ ସ୍ମୃତିଙ୍କୁ- ଆକ୍ଟିଂର ମହାରାଣୀ, ଚେହେରା ନୁରାନୀ, କେତେବେଳେ ସାଂସଦ ତ କେତେବେଳେ ମନ୍ତ୍ରୀ ଭୂମିକାରେ ନିଖୁଣ କାମ କରୁଥିବା କଥା କହିଲେ ।

ସ୍ମୃତିଙ୍କ ପ୍ରଶଂସାରେ କବିତା ପଢିଲେ କୁଳପତି

Monday January 11, 2016,

2 min Read

ବିଶ୍ୱବିଦ୍ୟାଳୟର କୁଳପତି ଏମିତି ମଉକା ହାତଛଡ଼ା କଲେନି । ସ୍ମୃତି ଇରାନୀଙ୍କ ପ୍ରଶଂସାରେ ସେ କବିତା ଗାଇଦେଲେ । ତାହା ପୁଣି ମଂଚ ଉପରେ । ଯେଉଁଥିରେ ସେ ସ୍ମୃତିଙ୍କୁ- ଆକ୍ଟିଂର ମହାରାଣୀ, ଚେହେରା ନୁରାନୀ, କେତେବେଳେ ସାଂସଦ ତ କେତେବେଳେ ମନ୍ତ୍ରୀ ଭୂମିକାରେ ନିଖୁଣ କାମ କରୁଥିବା କଥା କହିଲେ ।

ବାବା ସାହେବ ଭୀମରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟରେ ଏମିତି ଏକ ଘଟଣା ଘଟିଲା, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେଇପାରେ । ଉତ୍ସବ ଥିଲା- ବିଶ୍ୱବିଦ୍ୟାଳୟର ୨୦ତମ ପ୍ରତିଷ୍ଠା ଦିବସ । ମୁଖ୍ୟ ଅତିଥି ଥିଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ।

image


ବିଶ୍ୱବିଦ୍ୟାଳୟର କୁଳପତି ଏମିତି ମଉକା ହାତଛଡ଼ା କଲେନି । ସ୍ମୃତି ଇରାନୀଙ୍କ ପ୍ରଶଂସାରେ ସେ କବିତା ଗାଇଦେଲେ । ତାହା ପୁଣି ମଂଚ ଉପରେ । ଯେଉଁଥିରେ ସେ ସ୍ମୃତିଙ୍କୁ- ଆକ୍ଟିଂର ମହାରାଣୀ, ଚେହେରା ନୁରାନୀ, କେତେବେଳେ ସାଂସଦ ତ କେତେବେଳେ ମନ୍ତ୍ରୀ ଭୂମିକାରେ ନିଖୁଣ କାମ କରୁଥିବା କଥା କହିଲେ ।

ଏହା ଦେଖି ସେଠାରେ ଉପସ୍ଥିତ ସମସ୍ତେ ଯେତିକି ହସିଲେ, ସେତିକି ଆଶ୍ଚର୍ଯ୍ୟ ବି ହେଲେ ।

ସ୍ମୃତି ଇରାନୀ କିନ୍ତୁ ଏହାର ଜବାବ ବି ଦେଲେ । ଅବଶ୍ୟ ସେ କବିତା ପଢିଲେନି । ସ୍ମୃତି କହିଲେ- କୁଳପତି ବିଶ୍ୱବିଦ୍ୟାଳୟର ମୁଖ୍ୟ । ହେଲେ ସେ ଜଣେ ନେତା ପରି କାର୍ଯ୍ୟ କରୁଛନ୍ତି । ସ୍ମୃତି ହାଲକା ଢଙ୍ଗରେ ଏମିତି କାମର ସମାଲୋଚନା ବି କଲେ ।

image


ଆସନ୍ତୁ ଦେଖିବା କୁଳପତିଙ୍କ କବିତା କଣ ଥିଲା-

କଭି ହାରି ନହିଁ ୱହ ଜୋ ଟିଭି କି ମହାରାନୀ ହୈ,

ଭାରତ କି ଦିଖାଇ ସଂସ୍କୃତି ଜିସକା ଦିୱାନା ହୈ,

କଭି ଅଭିନେତ୍ରୀ ବନକେ, କଭି ସାଂସଦ ମନ୍ତ୍ରୀ ବନକେ

ସବକେ ଦିଲ୍ ଔର ଧଡ଼କନ ମେଁ ଭାରତ ମାଁ କି ବେଟି ବନକେ

ଅମେଥି ହି ନେହିଁ, ଭାରତ ମେଁ ଜଗାଇ ଶିକ୍ଷା କି ଲଲକ ଐସୀ ଗୁଂଜି ସ୍କୁଲ ଔର ବିଦ୍ୟାଳୟ ମେଁ

ଦୀପକ କି ତରହ ଜଲତି ରହତି, ରୋଶନ ୟେହ ସଦା ଘର କରତି

ସଭି କୋ ଶିକ୍ଷିତ କରକେ, ଅପନେ କୋ ନ୍ୟାଛାବର କରତି

ୟୁବା ବେଟି ହୋ ୟା ଛୋଟି ବେଟି, ୱହ ବନନା ଚାହତି ସ୍ମୃତି ଜୈସୀ

ଜିସକା ଜୀବନ, ଲୋଗୋଁ କେ ଲିଏ ଯୋ ତ୍ୟାଗିନୀ ହୈ

ବଲିଦାନୀ ହୈ ଜିସକି ବାତୋଁ ମେଁ ଦମ-ଖମ

ଜିସକା ଚେହେରା ନୁରାନୀ ହୈ ।