କିଛି ଓଡ଼ିଆ ଜିଭ-ଲେଉଟିଆ କଥା

କିଛି ଓଡ଼ିଆ ଜିଭ-ଲେଉଟିଆ କଥା

Saturday December 31, 2016,

1 min Read

କିଛିଦିନ ତଳେ ଫେସବୁକରେ ଜଣେ ବନ୍ଧୁ ଟଙ୍ଗଟୁଇଷ୍ଟର ଦିବସ ପାଳି ଗୋଟିଏ ଭାଆରି କଷ୍ଟିଆ ଇଂଗ୍ଲିଶ ବାକ୍ୟ କହୁଥିବାର ଭିଡିଓ ଅପଲୋଡ କରିଥିଲେ। ତାଙ୍କୁ ଦେଖି ମୁଁ ଚେଷ୍ଟା କଲି ଯେ ଜିଭ ଖଣ୍ଡିକ ମୋର ଏମିତି ଲେଉଟି ପଡିଲା ଯେ ସିଧା ହେବାକୁ ପୁଣି ବଡ଼ ସମୟ ଲାଗିଲା ଆଜ୍ଞା।

ସେଠୁ ମୁଣ୍ଡରେ ପଶିଲା, ଆରେ! ଆମେ ଓଡ଼ିଆ କଣ ପଛରେ କି? ଆମର ବି ଏମିତି କେତେ କଥା ଥିବ ଯେ। ସେଠୁ ଆଉ କଅଣ, ଫେସବୁକ, ଫୋନ, ହୁଆଟସାପ ସବୁଥିରେ ସମସ୍ତିଙ୍କୁ ପଚାରିଲି କିଏ କଅଣ ଜାଣିଛ କୁହ। ତାକୁ ଯୋଡ଼ି ଡିଜିଟାଲ ଦୁନିଆରେ ପୁରେଇଦେବା। ଯିଏ ଖୋଜିବ ଜାଣିବ ଯେ ଆମ ଭାଷାରେ ବି ଏମିତି ବହୁତ ହତିଆର ଅଛି।

ଚାଲନ୍ତୁ ତାହେଲେ ଟିକେ ନଜର ପକାଇବା ଆଉ ନିଜ ଜିଭକୁ ପଜେଇ ଦେବା। 

୧। ସହଜରୁ ଆରମ୍ଭ କରିବା ନା କଅଣ

image


୨। ଏତେ ‘ଳ’ ଏକା ସାଙ୍ଗେ ମୋ ଆଖି ଖୋଲିବା ଦିନୁ ଦେଖିନଥିଲି

image


୩। ପୁଣି ଳ :)

image


୪। ଛୋଟ ଦେଖାଯାଉଛି ସିନା ହେଲେ ଇଏ ଟିକିଲି ବମ୍

image


୫। ନିଜେ ଚେଷ୍ଟା କଲେଣି ତ ? ନା କଲରା ପିତା ଲାଗିଲା ? :)

image


୬। ଇଏ 'ଳ' ସାଙ୍ଗେ ମୋର କଟି :(

image


୭। ମଲା ଯା ! ପୁଣି ଳ

image


୮। ତେଲିଶାଳରେ ଛେଳିଛାଲ କଅଣ କରୁଥିଲା କେଜାଣି

image


୯। ଇଏ ବଙ୍କା ବାବୁଙ୍କ ସହ ଜିଭ ବି ବଙ୍କିଗଲା

image


୧୦। ହଉ ହେଲା

image


୧୧। ପାଟିରେ ଅଠା ଲଗେଇଦେଲା....

image


୧୨। ଚେଷ୍ଟା କରି ଦେଖ ଭାଇ। ସବୁଠାରୁ କଷ୍ଟ ଏଇଟି

image


୧୩। ପାଟି, ଜିଭ ଆଉ ତାଳୁ ବି କଳି କଲେଣି

image


୧୪। ଏତେ ସବୁ କହିଲା ପରେ ଏଇଟା ଟିକେ ଆରାମ

image


୧୫। :)

image


୧୬। ଓଡ଼ିଆ ସାହିତ୍ୟ ବା ଏଥିରୁ ବାଦ ପଡ଼ିବ କାହିଁକି

image


୧୭। ଭଞ୍ଜେ

image


୧୮। ବାକ୍ୟଶୂନ୍ୟ ବା ସ୍ପିଚଲେସ ଆଜ୍ଞା

image


୧୯। ଏଥିରେ ଜିଭର ନିସ୍ତାର ନାହିଁ

image


୨୦। ସବୁଠାରୁ ସାଂଘାତିକ 

image