କିଛି ଓଡ଼ିଆ ଜିଭ-ଲେଉଟିଆ କଥା

0

କିଛିଦିନ ତଳେ ଫେସବୁକରେ ଜଣେ ବନ୍ଧୁ ଟଙ୍ଗଟୁଇଷ୍ଟର ଦିବସ ପାଳି ଗୋଟିଏ ଭାଆରି କଷ୍ଟିଆ ଇଂଗ୍ଲିଶ ବାକ୍ୟ କହୁଥିବାର ଭିଡିଓ ଅପଲୋଡ କରିଥିଲେ। ତାଙ୍କୁ ଦେଖି ମୁଁ ଚେଷ୍ଟା କଲି ଯେ ଜିଭ ଖଣ୍ଡିକ ମୋର ଏମିତି ଲେଉଟି ପଡିଲା ଯେ ସିଧା ହେବାକୁ ପୁଣି ବଡ଼ ସମୟ ଲାଗିଲା ଆଜ୍ଞା।

ସେଠୁ ମୁଣ୍ଡରେ ପଶିଲା, ଆରେ! ଆମେ ଓଡ଼ିଆ କଣ ପଛରେ କି? ଆମର ବି ଏମିତି କେତେ କଥା ଥିବ ଯେ। ସେଠୁ ଆଉ କଅଣ, ଫେସବୁକ, ଫୋନ, ହୁଆଟସାପ ସବୁଥିରେ ସମସ୍ତିଙ୍କୁ ପଚାରିଲି କିଏ କଅଣ ଜାଣିଛ କୁହ। ତାକୁ ଯୋଡ଼ି ଡିଜିଟାଲ ଦୁନିଆରେ ପୁରେଇଦେବା। ଯିଏ ଖୋଜିବ ଜାଣିବ ଯେ ଆମ ଭାଷାରେ ବି ଏମିତି ବହୁତ ହତିଆର ଅଛି।

ଚାଲନ୍ତୁ ତାହେଲେ ଟିକେ ନଜର ପକାଇବା ଆଉ ନିଜ ଜିଭକୁ ପଜେଇ ଦେବା। 

୧। ସହଜରୁ ଆରମ୍ଭ କରିବା ନା କଅଣ

୨। ଏତେ ‘ଳ’ ଏକା ସାଙ୍ଗେ ମୋ ଆଖି ଖୋଲିବା ଦିନୁ ଦେଖିନଥିଲି

୩। ପୁଣି ଳ :)

୪। ଛୋଟ ଦେଖାଯାଉଛି ସିନା ହେଲେ ଇଏ ଟିକିଲି ବମ୍

୫। ନିଜେ ଚେଷ୍ଟା କଲେଣି ତ ? ନା କଲରା ପିତା ଲାଗିଲା ? :)

୬। ଇଏ 'ଳ' ସାଙ୍ଗେ ମୋର କଟି :(

୭। ମଲା ଯା ! ପୁଣି ଳ

୮। ତେଲିଶାଳରେ ଛେଳିଛାଲ କଅଣ କରୁଥିଲା କେଜାଣି

୯। ଇଏ ବଙ୍କା ବାବୁଙ୍କ ସହ ଜିଭ ବି ବଙ୍କିଗଲା

୧୦। ହଉ ହେଲା

୧୧। ପାଟିରେ ଅଠା ଲଗେଇଦେଲା....

୧୨। ଚେଷ୍ଟା କରି ଦେଖ ଭାଇ। ସବୁଠାରୁ କଷ୍ଟ ଏଇଟି

୧୩। ପାଟି, ଜିଭ ଆଉ ତାଳୁ ବି କଳି କଲେଣି

୧୪। ଏତେ ସବୁ କହିଲା ପରେ ଏଇଟା ଟିକେ ଆରାମ

୧୫। :)

୧୬। ଓଡ଼ିଆ ସାହିତ୍ୟ ବା ଏଥିରୁ ବାଦ ପଡ଼ିବ କାହିଁକି

୧୭। ଭଞ୍ଜେ

୧୮। ବାକ୍ୟଶୂନ୍ୟ ବା ସ୍ପିଚଲେସ ଆଜ୍ଞା

୧୯। ଏଥିରେ ଜିଭର ନିସ୍ତାର ନାହିଁ

୨୦। ସବୁଠାରୁ ସାଂଘାତିକ